ରାଜ୍ୟରେ ବିଜେପି ଓ ବିଜେଡି ମଧ୍ୟରେ ବୁଝାମଣା ହୋଇଛି । ରାଜ୍ୟରେ ପାଣ୍ଡିଆନ ହିଁ ସରକାର ଚଳାଉଛନ୍ତି । କେନ୍ଦ୍ରରେ ମୋଦି ଓ ରାଜ୍ୟରେ ନବୀନ କେବଳ କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ଲାଭ ପହଞ୍ଚାଇଛନ୍ତି । କଂଗ୍ରେସ ଉଭୟ ଦଳ ବିରୋଧରେ ଲଢୁଛି । ବିଭିନ୍ନ ବର୍ଗ ଓ ସେମାନଙ୍କ ଅଧିକାର ପାଇଁ ଲଢୁଛି । ରାଜ୍ୟ ଓ କେନ୍ଦ୍ରରେ ଦଳ କ୍ଷମତାକୁ ଆସିବା ପରେ ଚାଷୀ, ମହିଳା ଓ ଯୁବପିଢିଙ୍କ ପାଇଁ ଏକାଧିକ ଯୋଜନା କାର୍ଯ୍ୟକାରୀ ହେବ । ଆଜି ସାଲେପୁର ସମାବେଶରେ କଂଗ୍ରେସ ଷ୍ଟାର ନେତା ରାହୁଲ ଗାନ୍ଧୀ ଉଭୟ କେନ୍ଦ୍ର ଓ ରାଜ୍ୟରେ ଶାସନରେ ଥିବା ବିଜେପି ଓ ବିଜେଡି ଉପରେ ପ୍ରବଳ ବର୍ଷିବା ସହ କଂଗ୍ରେସ କ୍ଷମତାକୁ ଆସିଲେ ଏକାଧିକ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବାର ପ୍ରତିଶୃତି ଦେଇଛନ୍ତି ।

ରାହୁଲ କହିଛନ୍ତି,‘‘ଗତ ବିଧାସଭା ନିର୍ବାଚନରେ ତେଲେଙ୍ଗାନାରେ କଂଗ୍ରେସକୁ ସମର୍ଥନ ମିଳିଲା । ଆମେ 5 ଗ୍ୟାରେଣ୍ଟି ଦେଇଥିଲୁ । ସରକାର ଗଠନ କରିବା ପରେ କାର୍ଯ୍ୟକାରୀ କରି ଦେଖାଇଲୁ ମଧ୍ୟ । ସେଠାରେ ଏବେ ବିଆରଏସ କ୍ଷମତାରୁ ଦୂରରେ । ସେହିପରି ଗତ 10 ବର୍ଷ ମଧ୍ୟରେ କେନ୍ଦ୍ରରେ ନରେନ୍ଦ୍ର ମୋଦି କେବଳ କିଛି ହାତ ଗଣତି ଲୋକଙ୍କୁ ସୁବିଧା ଦେଇଛି । ଏଠାରେ (ଓଡିଶା) ରେ ମଧ୍ୟ ବିଜେପି- ବିଜେଡି ମଧ୍ୟରେ ବିବାହ ହୋଇଛି । ଦିଲ୍ଲୀର ଅଙ୍କଲ, ନବୀନ ବାବୁ ପାର୍ଟନରସିପ କରିଛନ୍ତି । ସେହି 22 ଲୋକଙ୍କୁ ଫାଇଦା ମିଳିଛି । ନବୀନ ଓ ଅଙ୍କଲ (ମୋଦି) ମିଶି ଲୋକଙ୍କୁ ପାନ ଦେଇଛନ୍ତି । 

om: ; --tw-scroll-snap-strictness: proximity; --tw-gradient-from-position: ; --tw-gradient-via-position: ; --tw-gradient-to-position: ; --tw-ordinal: ; --tw-slashed-zero: ; --tw-numeric-figure: ; --tw-numeric-spacing: ; --tw-numeric-fraction: ; --tw-ring-inset: ; --tw-ring-offset-width: 0px; --tw-ring-offset-color: #fff; --tw-ring-color: rgba(66,153,225,.5); --tw-ring-offset-shadow: 0 0 #0000; --tw-ring-shadow: 0 0 #0000; --tw-shadow: 0 0 #0000; --tw-shadow-colored: 0 0 #0000; --tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: ui-sans-serif, system-ui, sans-serif, "Apple Color Emoji", "Segoe UI Emoji", "Segoe UI Symbol", "Noto Color Emoji"; font-size: 16px;">ପାନର ଅର୍ଥ ପାଣ୍ଡିଆନ, ଅମିତ ଶାହ ନବୀନ ଓ ନରେନ୍ଦ୍ର ମୋଦି । ରାଜ୍ୟକୁ ଏବେ ପାଣ୍ଡିଆନ ଚଳାଉଛନ୍ତି । ରାଜ୍ୟରେ ସରକାର କୃଷକଙ୍କ ଜମି ନେଇଗଲେ । ଚାରା ଘାଟାଲାରେ 15 ହଜାର କୋଟି ହଡପ ହୋଇଛି । ଯେତେବେଳେ କଂଗ୍ରେସ ସରକାର ଗଠନ କରିବ, ଲୁଟିଥିବା ଟଙ୍କା ଆପଣଙ୍କୁ ଫେରାଇବାର କାମ କରିବୁ ।’’


0 Comments