ଚାମ୍ପିଅନ୍ସ ଟ୍ରଫିରେ ଆରମ୍ଭ ହୋଇଯାଇଛି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବି ଭାରତ ଓ ପାକିସ୍ତାନ ମଧ୍ୟରେ ଫାଇଟ ।
ଚାମ୍ପିଅନ୍ସ ଟ୍ରଫିର
େ ଟିମ୍ ଇଣ୍ଡିଆର ବିଜୟଧାରା ଜାରି । ସୁପର ସଣ୍ଡେରେ ହାଇଭୋଲଟେଜ ମ୍ୟାଚର ମଜା ନେଲେ ଦର୍ଶକ । ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତର ଦମଦାର ବିଜୟ । 6 ଓ୍ବିକେଟରେ ହାରିଲା ପାକିସ୍ତାନ । କୋହଲି ଶେଷ ବଲରେ ଶତକ ପୂରଣ କରିଛନ୍ତି ।