ମୁମ୍ବାଇ: ଆଇପିଏଲରେ 18 ତମ ସଂସ୍କରଣରେ ରୋମାଞ୍ଚକର ମୁକାବିଲା ଦେଖିଲେ ଦର୍ଶକ । ପୁଣି ବିଜୟ ଟ୍ରାକକୁ ଫେରିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ମୁମ୍ବାଇକୁ ତାର
ରୋଇ ଗ୍ରାହଣ୍ଡରେ ଧୂଳି ଚଟାଇଲା ଆରସିବି । ଆଇପିଏଲର 20ତମ ମୁକାବିଲାରେ 12 ରନରେ ପରାସ୍ତ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ବେଙ୍ଗାଲୁରୁର ଘାତକ ବୋଲିଂରେ ମାଟି କାମୁଡିଲେ ମୁମ୍ବାଇ ବ୍ୟାଟର । କ୍ରୁନାଲ ପାଣ୍ଡ୍ୟାଙ୍କ ଘାତକ ବୋଲିଂ, ଧୂଆଁଧାର ଅର୍ଦ୍ଧଶତକ ହାସଲ କଲେ ବିରାଟ କୋହଲି ।