ହାଟଡିହି- କେନ୍ଦୁଝର ଜିଲ୍ଲା ର ବହୁ ପୁରାତନ ଆରାଧ୍ୟ ଦେବତା, ହାଟଡିହି ବ୍ଲକ ଅଧୀନ ଲଇଛନପୁର, ଗ୍ରାମ ରେ ପୂଜା ପାଉଛନ୍ତି ଶ୍ରୀ ରଘୁନାଥ ଜିଉ, ତତ୍କାଳୀନ ରାଜା ସମୟରେ ଏହି ଜୀଉ ଙ୍କର ପୂଜା ଚାଲିଥିଲେବି, ସାମ୍ପ୍ରତିକ ସମୟ କୁ ପ୍ରଭୁଙ୍କର ଅନେକ ପରିଚାଳନା ତ୍ରୁଟି ଓ ଆବଶ୍ୟକତା ଅନୁଭବ କରି, ଲାଇଛନପୁର ଗ୍ରାମବାସୀ ଓ ସରପଞ୍ଚ, ଅନୁରାଧା ମହାପତ୍ର ଓ ସରପଞ୍ଚ ଙ୍କର ପ୍ରତିନିଧି, ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟ ଙ୍କ ମଠ ପୁରୀ ଙ୍କର ଠାରେ, କେନ୍ଦୁଝର ଆଦିତ୍ୟ ବାହିନୀ କ୍ଷେତ୍ରୀୟ ସମ୍ପାଦକ, ପ୍ରହ୍ଲାଦ ମହାନ୍ତ, ହାଟଡିହି ବ୍ଲକ କାର୍ଯ୍ୟ ସଚିବ ବିଶ୍ୱମ୍ବର ଓଝା, ଘଟଗାଁ ଆଦିତ୍ୟବାହିନୀ ସେବା, କାର୍ଯ୍ୟ ସଚିବ ତପନ ବେହେରା , ପାଟଣା କାର୍ଯ୍ୟସଚିବ ଦୁର୍ଯ୍ୟଧନ ମହାନ୍ତ, ନରସିଂହ ସାହୁ ପ୍ରମୁଖ ଉପସ୍ଥିତ ମଣ୍ଡଳୀ ଙ୍କର ସହଯୋଗ କ୍ରମେ, ପୁରୀ ଗୋବର୍ଦ୍ଧନ ମଠ ରେ ଶ୍ରୀ ଶଙ୍କରା ଚାର୍ଯ୍ୟ ଙ୍କର ଚରନା ପର୍ଣ୍ଣ ହୋଇ, ଲଛନପୁର ସ୍ଥିତ ଆରାଧ୍ୟ ଶ୍ରୀ ଜିଉ ଙ୍କର ସୁପରି ଚାଳନା ଭାର, ଗୋବର୍ଦ୍ଧନ ପୀଠ ନେବାକୁ ନିବେଦନ କରିବା ସହ ଗ୍ରାମବାସୀ, ମନ୍ଦିର କମିଟି ଲିଖିତ ଜଣାଇ ଥିଲେ, ଶଜଗତ୍ଗୁରୁ ଙ୍କ ଅବଗତ ରେ ପୀଠ ପରିଷଦ ମଣ୍ଡଳୀ ଆଲୋଚନା ପରେ, ଗତକାଲି ଗୁରୁବାର ତା ୧୨.୦୯.୨୦୨୪ ରିଖ ରେ ସ୍ୱାଗତ ସହ ଲଇଛନପୁର ଠାରେ, ଗୋବର୍ଦ୍ଧନ ପୀଠ ପ୍ରତିନିଧି ମଣ୍ଡଳୀ ପହଂଚି ଥିଲେ, ମନ୍ଦିର କମିଟି, ଗ୍ରାମବାସୀ, ଆଦିତ୍ୟ ବାହିନୀ ନେତୃ ମଣ୍ଡଳୀ ଙ୍କୁ ନେଇ ଭଜନ ମଣ୍ଡଳୀ, ଗ୍ରାମ ମଧ୍ୟରେ ହରି ଭଜନ, ଓ ଶ୍ରୀ ରଘୁନାଥ

ଜୀଉଙ୍କୁ ନେଇ ଆଲୋଚନା ହାରିକଥା ଏବଂ ମନ୍ଦିର ର ନୀତି କୁ ନେଇ କିପରି ସୁପରି ଚାଳନା ହେବ ଗ୍ରାମବାସୀ ଓ ଆସିଥିବା ସାଧୁ, ପଣ୍ଡିତ ମଣ୍ଡଳୀ ମାର୍ଗ ଦର୍ଶାଇଥିଲେ, ସେବାସଂଗଠନ ଆଦିତ୍ୟ ବାହିନୀ ଶାଖା ଲଇଛନପୁର ଗଠନ ହୋଇଥିଲା, ପ୍ରତି ଦିନ ନୀତି ଓ ସଂକୀର୍ତନ ,ହେବାକୁ ମଣ୍ଡଳୀ ଗ୍ରାମର ଉପସ୍ଥିତ ଲୋକଙ୍କୁ ନିବେଦନ କରିଥିଲେ, ଏହି ଆଧ୍ୟାତ୍ମିକ ସ୍ଥଳରେ ଅନେକ ମହତ୍ୱ କୁ ନେଇ କାର୍ଯ୍ୟକ୍ରମ କରାଯିବ ବୋଲି ଅଳଚନା ହୋଇଛି, ଶ୍ରୀ ଗୋବର୍ଦ୍ଧନ ପୀଠ ପୁରୀ ର ପଣ୍ଡିତ, ମାତୃ ପ୍ରସାଦ ମିଶ୍ର, (ଆଦିତ୍ୟ ବାହିନୀ(ଓଡିଶା ପ୍ରଦେଶ ଅଧକ୍ଷ  )ଗୋଶାଳା ପ୍ରମୁଖ, ମହର୍ଷି ଗୋବର୍ଦ୍ଧନ ମଠ ପୁରୀ, ଶ୍ରୀ ହେମଚନ୍ଦ୍ର ଝା ଜୀ, ସାଧୁ ରାଜେଶ ସେନାପତି ଜୀ (ଆଦିତ୍ୟ ବାହିନୀ ), ଆଦିତ୍ୟ ବାହିନୀ ଯାଜପୁର କ୍ଷେତ୍ର ସମ୍ପାଦକ ଲୋକନାଥ ପଣ୍ଡା ଜୀ, ଢେଙ୍କାନାଳ ଆଦତ୍ୟ ବାହିନୀ କ୍ଷେତର ସମ୍ପାଦକ ମଳୟ ରଞ୍ଜନ ତ୍ରିପାଠୀ, କେନ୍ଦୁଝର ଆଦିତ୍ୟ ବାହିନୀ କ୍ଷେତ୍ରୀୟ ସମ୍ପାଦକ ପ୍ରହ୍ଲାଦ ମହାନ୍ତ, ହାଟଡିହି ବ୍ଲକ କାର୍ଯ୍ୟ ସଚିବ ବିଶ୍ୱମ୍ବର ଓଝା, ଘଟଗାଁ ସେବା, ଆଦିତ୍ୟ ବାହିନୀ କାର୍ଯ୍ୟ ସଚିବ ତପନ କୁମାର ବେହେରା, ପାଟଣା ସେବା ଆଦିତ୍ୟ ବାହିନୀ କାର୍ଯ୍ୟସଚିବ ଦୁର୍ଯ୍ୟଧନ ମହାନ୍ତ ପ୍ରମୁଖ, ଯୋଗ ଦେଇଥିବାବେଳେ ଲାଇଛନପୁର ଗ୍ରାମବାସୀ, ସରପଞ୍ଚ ପ୍ରତିନିଧି ସୁବ୍ରତ ମହାପାତ୍ର,ଶ୍ରୀ ରଘୁନାଥ ଯିଉ ମନ୍ଦିର ପୂଜା ପଣ୍ଡା, କର୍ମକର୍ତ୍ତା, ମହିଳା ମଣ୍ଡଳୀ ପ୍ରମୁଖତାରେ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା

0 Comments