ଆୟ  ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରର ସୁପରିଟେଣ୍ଡେନ୍ଟ ସତ୍ୟପ୍ରକାଶ ସ୍ୱାଇଁଙ୍କ କେନ୍ଦୁଝର ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ଭୁବନେଶ୍ୱରରୁ ଏକ ଟିମ ସହ କେନ୍ଦୁଝର ଭିଜିଲାନ୍ସ ଟିମ୍ ସହାୟତାରେ ଚଢ଼ାଉ ଜାରୀ । କେନ୍ଦୁଝର ଅଫିସ୍ , ବାସଭବନ , ଭଦ୍ରକ ସ୍ଥି

ପୈତୃକ ଭବନ , ଭୂବନଶ୍ଵର ଲକ୍ଷ୍ମୀ ସାଗର ନିଜ ଘର ଓ ଶ୍ୱଶୁର ଘର ଜାଗମରା ର ନିଜ ଘର ମିଶି ୭ ଟି ସ୍ଥାନରେ ଚଢାଉ । ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ଯେ ସ୍ୱାଇଁ ବିରୋଧ ଆର୍ୟବହିର୍ଭୁତ ସମ୍ପତ୍ତି ଠୁଳ ନେଇ ଏକ ମାମଲା ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହୋଇ ଥିଲା। କୋର୍ଟ ନିର୍ଦ୍ଦେଶ ପରେ ଏହି ଚଢ଼ାଉ ଜାରି ରହିଛି 

0 Comments