ଜୟପୁର, - ଜୟପୁର ପୌରାଞ୍ଚଳର ଖ୍ରୀଷ୍ଟିଆନ ସାହି ବାସିନ୍ଦା ପୌରପାଳିକାର ଦ୍ଵାରସ୍ଥ ହୋଇଛନ୍ତି। ସେମାନଙ୍କୁ ପଟ୍ଟା ଦେବା ପାଇଁ ଦାବି କରିଛନ୍ତି । ଏନେଇ ସାହି ବସିନ୍ଦା ଏକତ୍ରିତ ହୋଇ ଜୟପୁର ପୌର ପ୍ରଶାସନର ଦ୍ଵାରସ୍ଥ ହୋଇ

ଛନ୍ତି । ପୌର କାଯ୍ୟନିର୍ବାହୀ ଅଧିକାରି ସିଦ୍ଧାର୍ଥ ପଟ୍ଟନାୟକଙ୍କୁ ଏ ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କୁ ତୁରନ୍ତ ପଟ୍ଟା ଦେବା ପାଇଁ ଜନନୀ ନନ୍ଦ, ମହିୟମ ବାହାଦୁର, ସଞ୍ଜିବ ବାଘ, ସ୍ଵପ୍ନାରାଣି ଧନଫୁଲ ପ୍ରମୁଖ ଦାବି କରିଛନ୍ତି ।
ଯାହାର ଜମି ଯାଗା ନାହିଁ ତାଙ୍କୁ ପଟ୍ଟାଦେବା ପାଇଁ ନିୟମ ରହିଛି। ନିୟମ ଆଧାରରେ ପଟ୍ଟା ଦେଲେ ଘର କରିବାକୁ ସୁବିଧା ହେବ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି ।

0 Comments