ମଜାଙ୍ଗ ( ରାଜେନ୍ଦ୍ର ଦାସ)ଘଷିପୁରା ବ୍ଲକ ଅନ୍ତର୍ଗତ ବଳରାମପୁର ପଞ୍ଚାୟତ ଅଲେଖ ମହିମା ଉଚ୍ଚ ପ୍ରାଥମିକ  ବିଦ୍ୟାଳୟ ପରିସରରେ  ବିଦାୟୀ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସୁରେଶ କୁମାର ସାହୁ ଙ୍କ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରିମ ଅନୁଷ୍ଠିତ ହୋଇଯାଇଛି।  ଉକ୍ତ ବିଦ୍ୟାଳୟ ର ସ୍ଵେଚ୍ଚାସେବୀ  ଶିକ୍ଷକ ବିଭୂରଞନ ପଲେଇ ଙ୍କ ସଂଯୋଜନାରେଆୟୋଜିତ ସମ୍ବର୍ଦ୍ଧନା ଉତ୍ସବ ରେ ବଳରାମପୁର ଉଚ୍ଚବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅନିଲ କୁମାର ନାୟକ ଙ୍କ ସଭାପତିତ୍ୱ ରେ ଆୟୋଜିତ  ସମ୍ବର୍ଦ୍ଧନା ଉତ୍ସବ ରେ ମୁଖ୍ୟ ଅତିଥି ଭାବେ   ଘଷିପୁରା ବ୍ଲକ ଶିକ୍ଷାଧିକାରୀ ତପୋଧନ ସ୍ୱାଇଁ ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଭାବେ  ଆନନ୍ଦପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ରମାକାନ୍ତ ନାୟକ  ଯୋଗଦେଇଥିବ

ା ବେଳେ ବିଶିଷ୍ଠ ଅତିଥି  ଭାବେ  ଗୋଷ୍ଠି ଶିକ୍ଷା ଅଧିକାରୀ ଭୋଗରାଇ ର କମଳଲୋଚନ ବିଶ୍ୱାଳ,ଗୋଷ୍ଠି ଶିକ୍ଷା ଅଧିକାରୀ ହାଟଡିହି ଧନେଶ୍ୱର  ଖଣ୍ଡାଇ, ସଭାପତି ଓଲଷ୍ଠା ବିକ୍ରମ କୁମାର ଦାସ, ଓ  ସମ୍ମାନୀତ ଅତିଥି ଭାବେ    ସୁଦର୍ଶନ ସ୍ୱାଇଁ ବସନ୍ତ କୁମାର ନାୟକ ହରେକୃଷ୍ଣ ଆପଟ ,ଅଭୟ କୁମାର ଜେନା ମାଧବାନନ୍ଦ ପଣ୍ଡା ,ଅଶୋକ କୁମାର ବାରିକ , ହିମାଂଶୁ ଶେଖର ମହାପାତ୍ର। ପ୍ରମୋଦ କୁମାର ସାହୁ ବିଦ୍ୟାଳୟ ର  ଶିକ୍ଷିକ ଦିଲିପ କୁମାରଭାୟାଁ ପ୍ରମିଳା ସାହୁ ସୁକଦେବ ନାମକ ଉପସ୍ଥିତି ଥିବା ବେଳେ ପରିଚାଳାନା ସମିତିର ସଭ୍ୟ ଶିବିର କୁମାର ପୃଷ୍ଟି ,ଶୁସାନ୍ତ କୁମାର ପୃଷ୍ଟି ସଂଜୟ କୁମାର ସାହୁ ହେମନ୍ତ କୁମାର ପୃଷ୍ଟି, ଅଭିମନ୍ୟୁ ପୃଷ୍ଟି  ପ୍ରମୂଖ ଯୋଗଦେଇ କାର୍ଯ୍ୟ କ୍ରମକୁ ପରିଚାଳନା କରିଥିଲେ।

0 Comments