ଘଟଗାଁ ( ତପନ ବେହେରା):ବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀ ଆତ୍ମହୁତି ଘଟଣା କୁ ନେଇ ସାରା ଓଡିଶା -ରେ ଅଖ ଚକ ବନ୍ଦ ଅଛି,ପ୍ରଦେଶ କଂଗ୍ରେସ ସହ ଆଠ ରାଜନୈତିକ ଦଳ -ବାମପନ୍ଥୀ, ଛାତ୍ର ସଙ୍ଘଠନ ଆଦି ସମର୍ଥନ କରି ଛନ୍ତି ଓ ପ୍ରତିବାଦ ବିକ୍ଷୋଭ ହୋଇଛି, କେନ୍ଦୁଝର ଜିଲ୍ଲା ରେ ବନ୍ଦ ପ୍ରଭାବ ରହିଛି ଘଟଟଗାଁ, ଢେଂକିକୋଟ, ପାଣ୍ଡପଡ଼ା, ପିପିଳିଆ ବଜାର ଆଦି ଛକ ଦୋକାନ ବନ୍ଦ ରହିଛି, ଜାତୀୟ ରାଜପଥ କୁ ଅବରୋଧ କରିଥିଲେ କଂଗ୍ରସ କର୍ମୀ, ଭାରି ଜାନ ଟ୍ରକ, ପରିବହନ ଜାନ ୨୨୦ ଜାତୀୟ ରାଜ ପଥ,୨୦ନଂ ଜାତୀୟ ରାଜପଥ ରେ ଅଟକି ରହିଛନ୍ତି, ଜରୁରୀ ସେବାରେ ଆମ୍ବୁଲାନ୍ସ, ଆଦି ସେବା ଜାନ କୁ ଛାଡି ଛନ୍ତ
ି କର୍ମୀ, ଶିକ୍ଷାଅନୁଷ୍ଠାନ କୁ ଯାଇ କର୍ମୀ ବନ୍ଦ କରିବା କୁ କହିଛନ୍ତି, ଘଟଗାଁ ରେ ଲୋକମାନ ଖାନ,ରାମଚନ୍ଦ୍ର ମହାରଣା,ଏମ ଡି ଅଲି, କୁନା ଦେହୁରୀ ପ୍ରମୁଖ ବନ୍ଦ ନେତୃତ୍ବ ନେଇ ଥିବା ବେଳେ ଢେଂକିକୋଟ ରେ କଂଗ୍ରେସ ର ବନ୍ଦ ଶାନ୍ତି ଶୃଙ୍ଖଳା ସହ,ଲୁଲୁ ଜେନା ନେତୃତ୍ୱ ରେ ଜୁଲ ଫିକର ଅଲି ଭୋଟୋ, ବୁଲୁ ବେହେରା, ଟଙ୍କଧର ମାଝୀ, ରବୀନ୍ଦ୍ର ନାୟକ, ଅରୁଣ ରଣା, ସେକ ସିରା ଜୁଦିନ, ସେକ ଇସ୍ରାଇଲ, ଜାକିର ହୁସେନ,କୃପାସିନ୍ଧୁ ଦଳେଇ, ଲକ୍ଷ୍ମଣ ବେହେରା,ଅଭୟ ଦାସ, ଶରତ ନାଏକ, ଅରୁଣ କୁମାର ମହାନ୍ତି, ତନ୍ମୟ ନାୟକ ଓ ଅବଦୁଲ ମୋତିନ ପ୍ରମୁଖ ନେତୃତ୍ୱ ରେ ୧୨ଘଣ୍ଟିଆ ବନ୍ଦ କୁ ସଫଳ କରାଇ ଛନ୍ତି।