ଢେଙ୍କାନାଳ: ଢ଼େଙ୍କାନାଳ ଜିଲ୍ଲାର ସପ୍ତଶଯ୍ୟା ପାହାଡ଼ ବୁଲିବାକୁ ଯାଇ ୫ ଛାତ୍ର ନିଖୋଜ ହୋଇଥିବା ସୂଚନା ମିଳିଛି। ପାହାଡ଼ ଉପରକୁ ଯାଇ ଆଉ ଫେରିପାରୁନାହାନ୍ତି ଛାତ୍ର ମାନେ। ବାଟ ନ ପାଇବାରୁ ଘରକୁ ଫୋନ କରି ଜଣାଇଛନ୍ତି ଯେ, ଆମେ ତଳକୁ ଆସିପାରୁନୁ। 

 

-details-description post-text" style="box-sizing: border-box; color: rgb(51, 51, 51); scroll-behavior: smooth; position: relative; font-size: 16px; line-height: 22px; margin: 10px 12px 12px 0px; font-family: "Noto Sans", sans-serif;">

ତେବେ ନିଖୋଜ ଛାତ୍ର ମାନେ ହେଲେ କଟକ ଲିଙ୍କ୍‌ରୋଡ଼ ଅଞ୍ଚଳର। ସନ୍ଧ୍ୟା ପରେ ଛାତ୍ରମାନେ ବାଟବଣା ହୋଇଯାଇଥିବା ଜଣାପଡ଼ିଛି। ତେବେ ରାତି ଅଧିକ ହୋଇଯାଇଥିବାରୁ ଛାତ୍ରଙ୍କୁ ଖୋଜାଖୋଜି କରୁଛି ଢେଙ୍କାନାଳ ବନ ବିଭାଗ ଓ ପୋଲିସ। 

0 Comments