ଢେଂକିକୋଟ( ତପନ ବେହେରା) ଘଟଗାଁ ବନାଞ୍ଚଳ ଅଧୀନସ୍ଥ ଢେଂକିକୋଟ ବନପାଳ ଙ୍କ ଦ୍ୱାରା, କପାସପଡା କଳାପାହାଡ଼ ସାହି ରେ, ଜଙ୍ଗଲ ନିଆଁ ନିବାରଣ ପାଇଁ ପାଲା ପରି ବେଷଣ ହୋଇଛି, । ଗାୟକ ଲଷ୍ମଣ କୁମାର ପାତ୍ର ଓ ସାଥି ଜଙ୍ଗଲ କୁ କିପରି ସୁରକ୍ଷିତ ରଖିବା, ଜଙ୍ଗଲ ପରିବେଶରେ ଥିବା ପ୍ରାଣୀଙ୍କ ଜୀବନ ରକ୍ଷା କରାଯାଇ
ପାରିବ ଉପସ୍ଥାପନା କରିଥିଲେ । କପାସପଡା ଗ୍ରାମର ମହିଳା ଓ ପୁରୁଷ,ବିଦ୍ୟର୍ଥୀ, ଅତିଥି, ଗ୍ରାମର ସ୍ବେଛାସେବୀ ଓ ଢେଂକିକୋଟ ବନ ପାଳ ଅକ୍ଷୟ କୁମାର ମହାନ୍ତି, ବନରଖି ଶିବ ହାସଦା, ବନ ସୁରକ୍ଷା କର୍ମୀଗଣ ଉପସ୍ଥିତ ରହି ଥିଲେ। ଶେଷ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ କୁ ଶୃଙ୍ଖଳା ର ସହ ଦର୍ଶକ ଉପଭୋଗ କରିଥିଲେ।