କେନ୍ଦୁଝର :-ଦେଶ ପାଳିଛି ୭୯ ତମ ସ୍ବାଧିନତା ଦିବସ।  ଗାଁ ରୁ ସହର ସବୁଠି ଉତ୍ସାହ ସହକାରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଏହି ଅବସରରେ କେନ୍ଦୁଝର ସହର ମଧ୍ୟରେ ଥିବା କୃଷକ ବଜାରରେ ନୂତନ ଗଠିତ ହୋଇଥିବା ଆଦର୍ଶ ବଣିକ ସଂଘ ପକ୍ଷରୁ ପତାକା ଉତ୍ତୋଳନ କ

ାଯାଇଥିଲା। ସଂଘର ସଦସ୍ୟ ସୁବ୍ରତ ମହାନ୍ତି ପତାକା ଉତ୍ତୋଳନ କରିଥିବା ବେଳେ ଅଗସ୍ଥି ବେହେରା ସହଯୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସଦସ୍ୟ ସନ୍ତୋଷ ମହାପାତ୍ର ପରିଚାଳନା କରିଥିବା ବେଳେ ବହୁ ସଦସ୍ୟ ଯୋଗଦେଇଥିଲେ। ଶେଷରେ ସଙ୍ଘ ପକ୍ଷରୁ ମିଷ୍ଠାନ ବଣ୍ଟନ କରାଯାଇଥିଲା ।

0 Comments