ଦିଲ୍ଲୀ:-ଦିଲ୍ଲୀରେ ପହଞ୍ଚିଲେ ରୁଷିଆ ରାଷ୍ଟ୍ରପତି ପୁଟିନ୍ । ପାଲାମ ବିମାନବନ୍ଦରରେ ପୁଟିନଙ୍କୁ ଭବ୍ୟ ସ୍ବାଗତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରୋଟୋକଲ୍ ଭାଙ୍ଗି ସ୍ବାଗତ କଲେ ପ୍ରଧାନମନ୍ତ୍ରୀ । ଦୁଇ ଦିନିଆ ସରକାରୀ ଗସ୍ତରେ ଆସିଛନ୍ତି ପୁଟିନ୍ । ଆସନ୍ତାକାଲି ୨୩ତମ ଦ୍ବିପାକ୍ଷିକ ସମ୍ମିଳନୀରେ ଯୋଗ ଦେବେ ।
ont-family: __Noto_Sans_8df048, __Noto_Sans_Fallback_8df048; font-size: 17px;">ପାଲମ ବିମାନବନ୍ଦରରୁ ଗୋଟିଏ କାରରେ ମୋଦିଙ୍କ ସହ ବାସଭବନକୁ ଗଲେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଗୋଟିଏ ଗାଡ଼ିରେ ଗଲେ ମୋଦି ଏବଂ ପୁଟିନ । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ରହିଛି ପ୍ରାଇଭେଟ୍ ଡିନର ।