ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କେନ୍ଦୁଝର ନଗର ତରଫରୁ ଧରଣୀଧର ବିଶ୍ୱବିଦ୍ୟାଳୟରେ କ୍ୟାମ୍ପସ ଶାଖା ଦ୍ଵାରା କାଶ୍ମୀରର ପହଲଗାମ୍ ଠାରେ ଘଟିଥିବା ଆତଙ୍କୀ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ସମସ୍ତ ଭାରତୀୟ ଭାଇ ମାନଙ୍କର ଆତ୍ମାର ସଦଗତି ନିମନ୍ତେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।ଏଭଳି ଘଟଣାର ଆଉ

ପୁନରାବୃତ୍ତି ନହେବା ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଥିଲା। ଏଥିରେ ବିଶ୍ୱବିଦ୍ୟାଳୟ ଶାଖାର ସଭାପତି ଦେଵୀପ୍ରସାଦ ପାତ୍ର, କେନ୍ଦୁଝର ନଗର ସମ୍ପାଦକ ଶାଶ୍ଵତ ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସ୍ବରାଜକେତନ ମହାନ୍ତ,ଜିଲ୍ଲା SFS ପ୍ରମୁଖ ଜ୍ଞାନେଶ୍ୱର ମହାନ୍ତ ଓ ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

0 Comments