ଢେଂକିକୋଟ, (ତପନ ବେହେରା) କେନ୍ଦୁଝର ଜିଲ୍ଲାର ଢେଂକିକୋଟ ର ବରିଷ୍ଠ ବ୍ୟ ବସାୟୀ ବିଦ୍ୟଧର ସାହୁ ୯୨ଙ୍କ ଗତ ୩୦ ତାରିଖ ରେ ସ୍ୱର୍ଗବାସ ହୋଇଥିଲା, ଆଜି ସନ୍ଧ୍ୟା ରେ, ଢେଂକିକୋଟ ଦୁର୍ଗାପୂଜା ମଣ୍ଡପ ନିକଟରେ ଥିବା ବାସଭବନ ପରିସରରେ ଏକା ଦଶାହ ପାଳନ ଦିବସ ରେ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। ଢେଂକିକୋଟ ରେ ବିଭିର୍ଣ୍ଣ ଶିକ୍ଷା ଅନୁଷ୍ଠାନ ଗଠନ, ଓ ଉଦାର ହୃଦୟର ମନୁଷ୍ୟ ଥିଲେ ସ୍ବର୍ଗତ ସୁକନନା, ଧର୍ମ ଅନୁଷ୍ଠାନ ରେ ଜଡିତ ରହିବା ସହ ଅନେକ ଲୋକ ଙ୍କୁ ସଫଳ ବ୍ୟବସାୟୀ ହେବା ନନା ଙ୍କ ଅବଦାନ ରହିଛି,ଶିକ୍ଷାବିତ ହାରିଶ୍ଚନ୍ଦ୍ର ଜେନା ଙ୍କ ସଂଯୋଜନା ରେ ସ
୍ମୃତିସଭା ରେ କୁଳମଣି ମଣ୍ଡଳ, ଗଜେନ୍ଦ୍ର ବାରିକ, ବୈଲୋଚନ ବେହେରା, ମାନସ କୁମାର ସ୍ୱାଇଁ, ସନ୍ତୋଷ କୁମାର ଶତପଥୀ, ଉତ୍ତମ କୁମାର ନାୟକ, ଅମୂଲ୍ୟ ମହାପତ୍ର, ମାଧବାନନ୍ଦ ଜେନା, ଅନାଦି ଚରଣ ସିଂହ, ଅଲେଖ ସିଂହ, ତପନ ବେହେରା, ପବିତ୍ର ସିଂହ ପ୍ରମୁଖ, ଶୋକ ସଭା ପରେ ଦିବଂଗତ ,ବିଦ୍ୟଧର ସାହୁ ଙ୍କ ବିଶେଷ କର୍ମ ରେ ଜଡିତ ଢେଂକିକୋଟ ଓ ଅଂଚଳ ରେ ଥିବା ଅବଦାନ କୁ ମନେପକାଇ ଥିଲେ, ଏଠାରେ ଏକ ପ୍ରତି ମୂର୍ତ୍ତୀ ସ୍ଥାପନ ଓ ସ୍ମୃତି ପୁସ୍ତକ ଉନ୍ମୋଚନ ପାଇଁ ସ୍ଥିର ହୋଇଥିଲା, ମାନସ ରଞ୍ଜନ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ, ଦିବଂଗତ ଶୁକ ନନା ଫଟୋ ରେ ବହୁ ଲୋକ ପୁଷ୍ପ ଦେଇ ସ୍ମୃତି ଅର୍ଘ୍ୟ ପ୍ରଦାନ କରିଥିଲେ